ଷ୍ଟକହୋମ : ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ବେଲା ରୁଷର ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କିଙ୍କୁ ଶାନ୍ତି କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯିବ । ଏହାସହିତ ଋଷର ମାନବଧିକାର ସଂଗଠନ ‘ମେମୋରିଆଲ’କୁ ଓ ୟୁକ୍ରେନର ମାନବଧିକାର ସଙ୍ଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ମଧ୍ୟ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
Powered by Froala Editor
