ରାଜ୍ୟଗୋଷ୍ଠୀ ଟିଟି: ଭାରତୀୟ ମହିଳା ଦଳ ଫାଇନାଲରେ ଖେଳ ଖବର 2019-07-19 08:00:06 14882 views କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତ ପାଇଁ ଏକ ଭଲ ଖବର । ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ । ସିଙ୍ଗାପୁରକୁ ହରାଇ ଭାରତୀୟ ମହିଳା ଦଳ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।