ପାଟକୁରା ନିର୍ବାଚନ : ଦିନ ୧୧ଟା ସୁଦ୍ଧା ୨୬% ମତଦାନ

ପାଟକୁରା ନିର୍ବାଚନ : ଦିନ ୧୧ଟା ସୁଦ୍ଧା ୨୬% ମତଦାନ

ରାଜ୍ୟ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି । ତେବେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି । ପ୍ରକାଶଯେ, ପାଟକୁରା ନିର୍ବାଚନ ନେଇ ରାଜନୈତିକ ପାଣିପାଗ ପୁରା ସରଗରମ ହୋଇଛି । ସାରା ଓଡ଼ିଶାର ନଜର ଏବେ ପାଟକୁରା ଉପରେ କେନ୍ଦ୍ରୀଭୂତ ହୋଇଛି ।