ଆଜି ବାହାରିବ ୟୁଜିସି ନେଟ୍‌ ଫଳ

ଆଜି ବାହାରିବ ୟୁଜିସି ନେଟ୍‌ ଫଳ

ରାଜ୍ୟ ଖବର


ଭୁବନେଶ୍ୱର: ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ୟୁଜିସି ନେଟ୍‌ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ ।

ugcnet.nta.nic.in ଓ ntaresults.nic.in ୱେବସାଇଟ୍‌ରେ ଫଳ ଦେଖିପାରିବେ । ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ହୋଇଥିଲା ।

ଅଗଷ୍ଟମାସରେ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ହୋଇଥିବାବେଳେ ଅକ୍ଟୋବର ମାସରେ ୮, ୧୦, ୧୧, ୧୨, ୧୩ ଓ ୧୪ ତାରିଖରେ ପରୀକ୍ଷା ହୋଇଥିଲ।



Powered by Froala Editor