ଭିଜିଲାନ୍ସ ଜାଲରେ ଜେଇ ରାଜ୍ୟ 2019-07-22 06:02:04 6493 views ଭୁବନେଶ୍ୱର:ପୁଣି ଜଣେ ଲାଂଚୁଆ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୭ ହଜାର ଟଙ୍କା ଲାଂଚ ନେଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସାହାରପଡା ବ୍ଲକ ଜେଇ ବିଭୁତି ଭୂଷଣ ପ୍ରଧାନଙ୍କୁ ଗିରଫ କରାଯାଇଛି । ଠିକାଦାରଙ୍କ ଠାରୁ ବିଲ କରାଇବା ପାଇ ଲାଂଚ ନେଇଥିଲେ ।