ବିଶ୍ୱ ମୃତ୍ତିକା ଦିବସ

ବିଶ୍ୱ ମୃତ୍ତିକା ଦିବସ

ବିଶେଷ ଖବର

୨୦୦୨ରେ ଆନ୍ତର୍ଜାତୀୟ ମୃତ୍ତିକା  ସଙ୍ଗଠନ ବିଶ୍ୱ ମୃତ୍ତିକା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୩ରେ ଜାତିସଂଘ ସାଧାରଣ ସଂଘ ସ୍ୱୀକୃତ  ଦେବା ପରେ ଡିସେମ୍ବର ୫ତାରିଖରେ  ବିଶ୍ୱ ମୃତ୍ତିକା ଦିବସ ପାଳନ  କରାଯିବ ବୋଲି ଘୋଷଣା କରାଗଲା । ଆମ  ପରିବେଶ  ପ୍ରଦୂଷଣ ଅନ୍ୟତମ କାରଣ ହେଉଛି ମୃତ୍ତିକା କ୍ଷୟ । ମାଟି ବିନା ଚାଷ ମଧ୍ୟ ସମ୍ଭବପର ନୁହେଁ  । ଏହା ଜାଣିବା ସତ୍ତ୍ୱେ ଦେଶବିଦେଶରେ ମାଟି ସ୍ଥାନକୁ ଲୋକମାନେ ପକ୍କା କରିଚାଲିଛନ୍ତି ଦେଟବାକୁ ମିଳୁଛି ।

ଜନସାଧାରମ ଓ ଆଗାମୀ ପିଢି ମୃତ୍ତିକା କ୍ଷୟ ଦିଗରେ ବିଶେଷ  ଭାବେ ସଚେତନ ହେବା ଦରକାର । ସେଥିପାଇଁ ସମଗ୍ର ବିଶ୍ୱରେ ଡିସେମ୍ବର ୫ରେ ମୃତ୍ତିକା ଦିବସ  ପାଳନ କରାଯାଉଛି । 

Powered by Froala Editor