ନବଜାତ ଶିଶୁ ପ୍ରଥମ ଶୀତରେ ଖାପଖୁଆଇ ସାମାନ୍ୟ କଷ୍ଟକର ହୁଏ । ମା ମାନେ ଏହି ଋତୁରେ ଶିଶୁର ଯନô ଭଲଭାବରେ ନେବା ଦରକାର ।
- ବାପା- ମା ମାନେ ଭାବନ୍ତି ଯେ ସୀତ ଅଧିକ ହେଉଛନ୍ତି, ଏଣୁ ପିଲାଙ୍କ ଗରମ କପଡାରେ ସବୁବେଳେ ଘୋଡାଇ ରଖନ୍ତି । ଏମିତି କଲେ ନବଜାତର ପେଟ ଲଗରମ ହୋଇ ଖାଦ୍ୟ ହଜମ ହୁଏ ନାହିଁ । ଏପରିକି ପିଲାକୁ ୍ଧିକ ସମୟ ଘୋଡାଇ ରଖିଲେ ନିଶ୍ୱାସ ନେବାର ଅସୁବିଧା ହୋଇଥାଏ ।
- ଡାକ୍ତର ପରାମର୍ଶରେ ନେଇ ଶୀତଦିନେ ନବଜାତଙ୍କୁ ଦିଆଯାଉଥିବା ସବୁ ଟୀକା ଦେଇଦେବା ଭଲ । ଟୀକା ଦେବା ପରେ ପିଲାଙ୍କୁ ଥଣ୍ଡା କାଶ ହେବାର ଭୟ ରହେବନି ।
- ଶୀତରେ ନଖଉଷୁମ ପାଣିରେ ପରତିଦିନ ପିଲାଙ୍କୁ ପୋଛିଦେବେ ।
- ତା ସହ ସକାଳ ସୂର୍ଯ୍ୟକିରଣରେ ପିଲାକୁ ଯେତେ ଅଧିକ ସମୟ ବୁଲାଇପାରିବେ ତା ସ୍ୱାସ୍ଥ୍ୟ ପାଇଁ ଭଲ । ଶରୀର ଭିଟାମିନ ଡି ଜନିତ କୌଣସି ଅସୁବିଧା ଦେଖାଦେବନି ।
Powered by Froala Editor
