ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତି, ରାଉଣ୍ଡ-୨ ସୁଦ୍ଧା କାହାକୁ କେତେ ଭୋଟ ?

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତି, ରାଉଣ୍ଡ-୨ ସୁଦ୍ଧା କାହାକୁ କେତେ ଭୋଟ ?

ରାଜ୍ୟ ଖବର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୨  ଗଣତି ଶେଷ ହୋଇଛି।ରାଉଣ୍ଡ-୨  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।  ତେବେ  ରାଉଣ୍ଡ-୨  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

 

ପ୍ରଦୀପ ପୁରୋହିତ(ବିଜେପି)- ୩୧୯୦    ମୋଟ-୬୯୭୯

ବର୍ଷା ସିଂ ବରିହା(ବିଜେଡି)-୫୦୯୭ ମୋଟ-୧୦୫୯୮

ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୬୦ ମୋଟ-୩୬୬

 ବିଦ୍ୟାଧର ପାଣ୍ଡଭ-୧୯ ମୋଟ-୩୨

 ମୁକ୍ତେଶ୍ୱର ଦାସ-୬ ମୋଟ-୧୭

ଉଦିତ ବନ୍ଦିଆ-୧୮ ମୋଟ-୩୬

ଗଙ୍ଗାଧର ସାହା-୧୬ ମୋଟ-୩୫

ଦେବରଚନ ନାୟକ-୨୨ ମୋଟ-୫୨

ବୃନ୍ଦାବନ ପରୋହିତ-୨୭ ମୋଟ-୫୫

ସହଦେବ ସାହୁ-୪୪ ମୋଟ-୧୧୧

ନୋଟା-୮୦ ମୋଟ-୧୯୫

 

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି  । ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା।  

ରାଉଣ୍ଡ-୧ରେ କାହାକୁ କେତେ 

ପ୍ରଦୀପ ପୁରୋହିତ-୩୭୮୯   

ବର୍ଷା ସିଂ ବରିହା-୫୫୦୧

ସତ୍ୟଭୂଷଣ ସାହୁ-୨୦୬

ବିଦ୍ୟାଧର ପାଣ୍ଡଭ-୧୩

ମୁକ୍ତେଶ୍ୱର ଦାସ-୧୧

ଉଦିତ ବନ୍ଦିଆ-୧୮

ଗଙ୍ଗାଧର ସାହା-୧୯

ଦେବରଚନ ନାୟକ-୩୦

ବୃନ୍ଦାବନ ପରୋହିତ-୨୮

ସହଦେବ ସାହୁ-୬୭

ନୋଟା-୧୧୫



Powered by Froala Editor