ତୃତୀୟ ରାଉଣ୍ଡରେ ବି ଆଗୁଆ ବିଜେଡି

ତୃତୀୟ ରାଉଣ୍ଡରେ ବି ଆଗୁଆ ବିଜେଡି

ରାଜ୍ୟ ଖବର

 

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଭୋଟ ଗଣତିର ତୃତୀୟ  ରାଉଣ୍ଡ ଫଳାଫଳ ଆସିଛି ।ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂବରିହା ଆଗୁଆ ରହିଥିବା ବେଳେ, ତୃତୀୟ ରାଉଣ୍ଡରେ ବି ବର୍ଷା ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ୫୭୬୬ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବର୍ଷା ।

ପ୍ରଦୀପ ପୁରୋହିତ(ବିଜେପି)- ୩୧୭୧    ମୋଟ-୧୦୧୫୦
ବର୍ଷା ସିଂ ବରିହା(ବିଜେଡି)-୫୩୧୮ ମୋଟ-୧୫୯୧୬
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୦୮ ମୋଟ-୪୭୪

 ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି ।

Powered by Froala Editor