ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି : ରାଉଣ୍ଡ-୩ ସୁଦ୍ଧା କାହାକୁ କେତେ ଭୋଟ

ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି : ରାଉଣ୍ଡ-୩ ସୁଦ୍ଧା କାହାକୁ କେତେ ଭୋଟ

ରାଜ୍ୟ ଖବର

ଭୁବନେଶ୍ୱର:  ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୩  ଗଣତି ଶେଷ ହୋଇଛି।ରାଉଣ୍ଡ-୩  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।  ତେବେ  ରାଉଣ୍ଡ-୩  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

 

ପ୍ରଦୀପ ପୁରୋହିତ(ବିଜେପି)- ୩୧୭୧    ମୋଟ-୧୦୧୫୦

ବର୍ଷା ସିଂ ବରିହା(ବିଜେଡି)-୫୩୧୮ ମୋଟ-୧୫୯୧୬

ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୦୮ ମୋଟ-୪୭୪

 ବିଦ୍ୟାଧର ପାଣ୍ଡଭ-୧୧ ମୋଟ-୪୩

 ମୁକ୍ତେଶ୍ୱର ଦାସ-୮ ମୋଟ-୨୫

ଉଦିତ ବନ୍ଦିଆ-୧୩ ମୋଟ-୪୯

ଗଙ୍ଗାଧର ସାହା-୨୩ ମୋଟ-୫୮

ଦେବରଚନ ନାୟକ-୧୪ ମୋଟ-୬୬

ବୃନ୍ଦାବନ ପରୋହିତ-୧୭ ମୋଟ-୭୨

ସହଦେବ ସାହୁ-୬୦ ମୋଟ-୧୭୧

ନୋଟା-୭୭ ମୋଟ-୨୭୨



Powered by Froala Editor