ପଦ୍ମପୁର ଉପନିର୍ବାଚନ : ରାଉଣ୍ଡ-୪ ସୁଦ୍ଧା କାହାକୁ କେତେ ଭୋଟ ?

ପଦ୍ମପୁର ଉପନିର୍ବାଚନ : ରାଉଣ୍ଡ-୪ ସୁଦ୍ଧା କାହାକୁ କେତେ ଭୋଟ ?

ରାଜ୍ୟ ଖବର


ଭୁବନେଶ୍ୱର:  ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୪  ଗଣତି ଶେଷ ହୋଇଛି।ରାଉଣ୍ଡ-୪  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।  ତେବେ  ରାଉଣ୍ଡ-୪  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

 

ପ୍ରଦୀପ ପୁରୋହିତ(ବିଜେପି)- ୩୫୦୯    ମୋଟ-୧୩୬୫୯

ବର୍ଷା ସିଂ ବରିହା(ବିଜେଡି)-୫୯୨୧      ମୋଟ-୨୧୮୩୭

ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୪୨     ମୋଟ-୬୧୬

 ବିଦ୍ୟାଧର ପାଣ୍ଡଭ-୧୧                  ମୋଟ-୫୪

 ମୁକ୍ତେଶ୍ୱର ଦାସ-୯                      ମୋଟ-୩୪

ଉଦିତ ବନ୍ଦିଆ-୧୩୧୮                  ମୋଟ-୬୭

ଗଙ୍ଗାଧର ସାହା-୨୫                   ମୋଟ-୮୩

ଦେବରଚନ ନାୟକ-୨୫              ମୋଟ-୯୧

ବୃନ୍ଦାବନ ପରୋହିତ-୨୫              ମୋଟ-୯୭

ସହଦେବ ସାହୁ-୫୬                  ମୋଟ-୨୨୭

ନୋଟା-୧୧୫                         ମୋଟ-୩୮୭

Powered by Froala Editor