ମାଡ଼ି ଚାଲିଛି ବିଜେଡି : ୮୧୭୮ ଖଣ୍ଡ ଭୋଟରେ ଆଗୁଆ

ମାଡ଼ି ଚାଲିଛି ବିଜେଡି : ୮୧୭୮ ଖଣ୍ଡ ଭୋଟରେ ଆଗୁଆ

ରାଜ୍ୟ ଖବର

ଭୁବନେଶ୍ୱର:  ମାଡ଼ି ଚାଲିଛି ବିଜେଡି । ଭୋଟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହ । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି ।  ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ଚତୁର୍ଥ ରାଉଣ୍ଡ ବିଜେଡି ୮୧୭୧ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି ।  

ତେବେ  ରାଉଣ୍ଡ-୪  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

ପ୍ରଦୀପ ପୁରୋହିତ(ବିଜେପି)- ୩୫୦୯    ମୋଟ-୧୩୬୫୯
ବର୍ଷା ସିଂ ବରିହା(ବିଜେଡି)-୫୯୨୧ ମୋଟ-୨୧୮୩୭
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୪୨ ମୋଟ-୬୧୬
ବିଦ୍ୟାଧର ପାଣ୍ଡଭ-୧୧ ମୋଟ-୫୪
ମୁକ୍ତେଶ୍ୱର ଦାସ-୯ ମୋଟ-୩୪
ଉଦିତ ବନ୍ଦିଆ-୧୩୧୮ ମୋଟ-୬୭
ଗଙ୍ଗାଧର ସାହା-୨୫ ମୋଟ-୮୩
ଦେବରଚନ ନାୟକ-୨୫ ମୋଟ-୯୧
ବୃନ୍ଦାବନ ପରୋହିତ-୨୫ ମୋଟ-୯୭
ସହଦେବ ସାହୁ-୫୬ ମୋଟ-୨୨୭
ନୋଟା-୧୧୫                         ମୋଟ-୩୮୭

Powered by Froala Editor