ଫିଫା ବିଶ୍ବକପ:  ନେଦରଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା

ଫିଫା ବିଶ୍ବକପ: ନେଦରଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା

ଜାତୀୟ ଖବର

ସେମିରେ ଆର୍ଜେଣ୍ଟିନା-କ୍ରୋଏସିଆ। ନେଦରଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା। ୪-୩ ପେନାଲ୍ଟି ସୁଟଆଉଟରେ ନେଦରଲାଣ୍ଡକୁ ହରାଇଲା ଆର୍ଜେଣ୍ଟିନା। ନିର୍ଦ୍ଧାରିତ ଓ ଅତିରିକ୍ତ ସମୟରେ ମୁକାବିଲା ୨-୨ରେ ବରାବର ରହିଥିଲା।

ସେମିଫାଇନାଲରେ ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ମୁକାବିଲା। ପ୍ରଥମ କ୍ବାର୍ଟରେ କ୍ରୋଏସିଆ ୪-୨ ସୁଟଆଉଟରେ ବ୍ରାଜିଲକୁ ହରାଇଥିଲା। ଆଜି ରାତିରେ ମରକ୍କୋ-ପର୍ତ୍ତୁଗାଲ ଏବଂ ଇଂଲଣ୍ଡ-ଫ୍ରାନ୍ସ ମୁକାବିଲା ହେବ ବୋଲି ଜଣାପଡ଼ିଛି।

Powered by Froala Editor