ମହୁରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ମହୁରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ବିଶେଷ ଖବର


ଭୁବନେଶ୍ୱର: ଶୀତରେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ ସମସ୍ୟା । ପ୍ରତିଦିନ ତ୍ୱଚାରେ ପ୍ୟାକ ଲଗାଇବାବେଳେ ମହୁ ମିଶାଇ ଲଗାନ୍ତୁ । ତ୍ୱଚା ପାଇଁ ତା’ ମଏଶ୍ଚରାଇଜର ପରି କାମ କରିବ ।
- ମହୁ ତ୍ୱଚାରୁ ମଳି, ଅପରିଷ୍କାର ମଧ୍ୟ ଦୂର କରେ । କଞ୍ଚା ଖିରରେ ଅଧ ଚାମଚ ମହୁ ମିଶାଇ ତୁଳାରେ ନେଇ ପୋଛନ୍ତୁ । ପ୍ରତି ୨ଦିନରେ ଥରେ ଏମିତି କରିପାରିବେ ।
- ଚିମୁଟାଏ ହଳଦୀରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ଧୋଇନେବେ ।
- ଦହିରେ ଅଳ୍ପ ବେସନ, ୧ଛୋଟ ଚାମଚ ମୁଲତାନି ମାଟି, ମହୁ ଅଧ ଚାମଚ ମିଶାଇ ପ୍ୟାକ୍ ଭଳି ମୁହଁ, ହାତ ଓ ପାଦରେ ଲଗାଇବେ । ପ୍ୟାକ ଶୁଖିବା ପରେ ଗାଧାନ୍ତୁ ।



Powered by Froala Editor