ଭାରତରେ ୨୨ ଡ଼ିସେମ୍ବରକୁ ଜାତୀୟ ଗଣତନ୍ତ୍ର ଦିବସ ରୂପରେ ପାଳନ କରାଯାଏ । ଭାରତର ୧୪ତମ ତଥା ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମର ୧୨୫ତମ ବାର୍ଷିକୀ ପାଳନ କରିବା ଅବସରରେ ଗଣଇତ ଦିବସ ପାଳନ ଘୋଷଣା କରାଯାଇଥିଲା । ସେହି ଦିନଠାରୁ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ରୂପରେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସ ଅବସରରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନେକ ଶିକ୍ଷା ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏହି ଅବସରରେ ୨୦୧୭ରେ ଆନ୍ଧ୍ରପ୍ରଦେଶ ଚିତ୍ରପୁରର କୁପାମଠାରେ ରାମାନୁଜନ ଗଣିତ ପାର୍କ ଖୋଲାଯାଇଛି ।
Powered by Froala Editor
