ରାଜଧାନୀରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ରାଜଧାନୀରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ରାଜ୍ୟ ଖବର


ଭୁବନେଶ୍ୱର: ରାଜଧାନରେ ପୁଣି ଏକ ମର୍ଡର। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏପରି ଅଘଟଣ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି ସ୍ୱାମୀ।

ସୂଚନା ଅନୁଯାୟୀ, ମୃତ ମହିଳା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ। ମହିଳାଙ୍କ ଘର ନୟାଗଡ଼ରେ। ତାଙ୍କର ବୟସ ୪୨ ବର୍ଷ। ସେପଟେ ପତ୍ନୀହନ୍ତା ସ୍ୱାମୀକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।



Powered by Froala Editor