ସିଲଂ: ମେଘାଳୟର କ୍ୟାବିନେଟ ମନ୍ତ୍ରୀ ରେନିକ୍ଟନ ତୋଙ୍ଗକର ଏବଂ ରାଜ୍ୟର ଅନ୍ୟ ୪ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପରେ ସେମାନେ ଇସ୍ତଫା ଘୋଷଣା କରିଛନ୍ତି ।
ଇସ୍ତଫା ଦେଇଥିବା ୪ ବିଧାୟକ ହେଲେ ତୃଣମୂଳ କଂଗ୍ରେସ ବିଧାୟକ ଶୀତଲଙ୍ଗ ପାଲେ, କଂଗ୍ରେସର ନିଲମ୍ବିତ ବିଧାୟକ ମାୟରାଲବର୍ନ ସିଏମ ଏବଂ ପିଟି ସାୱକମି ଏବଂ ନିର୍ଦ୍ଦେଳୀୟ ବିଧାୟକ ଲମ୍ବୋର ମାଲନଗିୟାଙ୍ଗ ଅନ୍ତର୍ଭୁକ୍ତ ।ସୂତ୍ର ମୁତାବକ ଏହି ୫ଜଣ ବିଧାୟକ ୟୁନାଇଟେଡ଼ ଡେମୋକ୍ରାଟିକ୍ ପାର୍ଟିରେ ସାମିଲ ହୋଇପାରନ୍ତି।
Powered by Froala Editor
