ଧୋଇବା ପୂର୍ବରୁ କେଶରେ ଲଗାନ୍ତୁ

ଧୋଇବା ପୂର୍ବରୁ କେଶରେ ଲଗାନ୍ତୁ

ସ୍ୱାସ୍ଥ୍ୟ ହିଁ ସମ୍ପଦ

କେଶ ଧୋଇବା ପୂର୍ବରୁ ଉଷୁମ ତେଲ ମାଲିସ କଲେ ମୁଲାୟମ ହେବ । ରୁପି ସମସ୍ୟା ଥିଲେ ଜଡ଼ାତେଲରେ ଅଲିଭ କିମ୍ବା ବାଦାମ ତେଲ ଫେଣ୍ଟି ଲଗାନ୍ତୁ । ବସା ଦହିରେ ଅଣ୍ଡା କେଶର ଫେଣ୍ଟି କେଶରେ ଲଗାଇ ଧୁଅନ୍ତୁ । କେଶ ଝଡ଼ିବା କମିବ । ମହୁ ଓ କଦଳୀ ମିଶ୍ରଣ ଲଗାଇ କେଶ ଧୋଇଲେ ଅଗ ଫାଟିବା କମେ । ବତୁରା ମୁଗ ବାଟି ସେଥିରେ ଗୋଟିଏ ଅଣ୍ଡାର କେସର ଓ ରସ ଫେଣ୍ଟି ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ଶକ୍ତ ହୁଏ ।