ବଜେଟ: କ’ଣ ମହଙ୍ଗା ହେଲା, କ’ଣ ଶସ୍ତା ହେଲା ?

ବଜେଟ: କ’ଣ ମହଙ୍ଗା ହେଲା, କ’ଣ ଶସ୍ତା ହେଲା ?

ଜାତୀୟ ଖବର


ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।
ତେବେ ଏହି ବଜେଟରେ କିଛି ଜିନିଷ ମହଙ୍ଗା ହୋଇଥିବା କିଛି ଜିନିଷ ଶସ୍ତା ହୋଇଛି ।

କ’ଣ ମହଙ୍ଗା ହେଲା:
ସିଗାରେଟ
ସୁନା
ରୁପା
 ପୋଷାକ

କ’ଣ ଶସ୍ତା ହେଲା:


ମୋବାଇଲ
ଷ୍ଟିଲ
ଟିଭ
 ହେଡ ଫୋନ



Powered by Froala Editor