ଭଟଲି ଅଚଂଳରୁ ବେଆଇନ ଗଞ୍ଜେଇ ସହ ୨ ଗିରଫ : ୪୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ

ଭଟଲି ଅଚଂଳରୁ ବେଆଇନ ଗଞ୍ଜେଇ ସହ ୨ ଗିରଫ : ୪୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ

ରାଜ୍ୟ ଖବର

ଭଟଲି ଅଚଂଳରୁ ବେଆଇନ ଗଞ୍ଜେଇ ସହ ୨ ଗିରଫ : ୪୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ..

ବରଗଡ଼ : ଭଟଲି ଅଚଂଳରୁ ବରଗଡ଼ ଅବକାରୀ ବିଭାଗ ବିପୁଲ ପରିମାଣର ଗଞ୍ଜେଇ ସହ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଭଟଲି ଥାନା ତାଲପାଲିର ସଚିଦା ରଣା ଏବଂ ଭଟଲିର ଚିତେଶ୍ୱର ଭୁଏ ବୋଲି ସୂଚନା ମିଳିଛି । ଅବକାରୀ ବିଭାଗ ସେମାନଙ୍କଠାରୁ ୪୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଏ ନେଇ ଅବକାରୀ ବିଭାଗ ତରଫରୁ ଦୁଇଟି ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶକ୍ରମେ ସଦର ଇନସପେକ୍ଟରଳ ସମରଜିତ ଦାଶ, ମୋବାଇଲ ଇନସପେକ୍ଟର ରଶ୍ମିତା ଲାକ୍ରା, ଏଏସଆଇ ଯୁବରାଜ ବାଗ ଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ଥିଲେ ।

Powered by Froala Editor