ମେଡିକାଲ ପାଇଁ ସ୍ପଟ ଆଡମିଶନ ରାଜ୍ୟ 2019-08-03 11:29:51 10759 views ଭୁବନେଶ୍ୱର: ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ହେବ ସ୍ପଟ ଆଡମିଶନ । ଆସନ୍ତାକାଲି ଠାରୁ ୩ ଦିନ ଧରି ଏହି ସ୍ପଟ ଆଡମିଶନ ଚାଲିବ । ବର୍ତ୍ତମାନ ୮ଟି ମେଡିକାଲ କଲେଜ ଓ ୨ଟି ଡେଣ୍ଟାଲ କଲେଜରେ ୧୮୦ ସିଟ ଖାଲି ଅଛି ।