ବଜ୍ରପାତରେ ୨ ମୃତ, ୩ ଆହତ ରାଜ୍ୟ 2019-08-06 10:47:45 12526 views ସାଲେପୁର: ମଙ୍ଗଳବାର ୨ଟି ପୃଥକ ସ୍ଥାନରେ ବ୍ରଜପାତ୍ର ଘଟି ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ନିଶ୍ଚିତକୋଇଲି ପାଳଦା ଗ୍ରାମରେ ବଜ୍ରପାତ୍ର ଘଟି ୨ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ରାମକୃଷ୍ଣପୁର ଗ୍ରାମରେ ବଜ୍ରପାତ ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।