କାହାକୁ ମିଳିଲା କଂଗ୍ରେସ ଟିକେଟ ?

କାହାକୁ ମିଳିଲା କଂଗ୍ରେସ ଟିକେଟ ?

ରାଜନୀତି

୨୦୧୯ ସାଧାରଣ ନିର୍ବାଚନର ୬ ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଲୋକସଭା ବରଗଡ଼ - ପ୍ରଦୀପ କୁମାର ଦେବତା ସୁନ୍ଦରଗଡ଼ - ଜର୍ଜ ତିର୍କୀ କଳାହାଣ୍ଡି - ଭକ୍ତଚରଣ ଦାସ ନବରଙ୍ଗପୁର -ପ୍ରଦୀପ ମାଝୀ କନ୍ଧମାଳ -ମନୋଜ କୁମାର ଆଚାର୍ଯ୍ୟ ବ୍ରହ୍ମପୁର -ବି ଚନ୍ଦ୍ରଶେଖର ନାଇଡୁ ବିଧାନସଭା ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟା ନାୟକ ବଲାଙ୍ଗୀର : ନରସିଂହ ମିଶ୍ର ଡାବୁଗାଁ : ଭୁଜବଳ ମାଝୀ ଜୟପୁର : ତାରା ପ୍ରସାଦ ବାହିନୀପତି ପଦ୍ମପୁର : ସତ୍ୟଭୂଷଣ ସାହୁ ବରଗଡ଼ : ନିପନ ଦାସ ଅତାବିରା : ନିହାର ମହାନନ୍ଦ ବୀରମିତ୍ରପୁର : ରୋହିତ ଯୋଶେଫ ତିର୍କୀ ରାଜଗାଙ୍ଗପୁର : ଡାକ୍ତର ସିଆର ରାଜନ ବୀରମହାରାଜପୁର : ବିନୋଦ ପାତ୍ର ନୂଆପଡ଼ା : ଘାସିରାମ ମାଝୀ ଖରିଆର : ଅଧିରାଜ ପାଣିଗ୍ରାହୀ ଝରିଗାଁ : ଉଇଧର ମାଝୀ ନବରଙ୍ଗପୁର : ସଦନ ନାୟକ ଲାଞ୍ଜିଗଡ଼ : ଶିବାଜୀ ମାଝୀ ସାନଖେମୁଣ୍ଡି : ରମେଶ ଚନ୍ଦ୍ର ଜେନା ପଟାଙ୍ଗୀ : ରାମଚନ୍ଦ୍ର କାଡାମ ମାଲକାନାଗିରି : ମାଲା ମାଢ଼ୀ ମୋହନା : ଡକ୍ଟର ଦାଶରଥୀ ଗମାଙ୍ଗ କୋରାପୁଟ : କୃଷ୍ଣଚନ୍ଦ୍ର କୂଳଦୀପ ବିଷମକଟକ : ନୀଳମାଧବ ହିକକା ଗୁଣୁପୁର : ପୁରୁଷୋତମ ଗମାଙ୍ଗ ଚିକିଟି : ସୁବାସ ଚନ୍ଦ୍ର ରାଉତ ଦିଗପହଣ୍ଡି : ବିସ୍ମୟ ମହାପାତ୍ର ଗୋପାଳପୁର : ଏସ ଧର୍ମରାଜ ରେଡ୍ଡୀ ବ୍ରହ୍ମପୁର : ଲିଙ୍ଗରାଜ ଚୌଧୁରୀ ହିଞ୍ଜିଳି : ରାମକୃଷ୍ଣ ପଣ୍ଡା ଆସ୍କା : ମନୋଜ କୁମାର ଜେନା କବିସୂର୍ଯ୍ୟନଗର : ବିଜୟ କୁମାର ସାହୁ ପୋଲସରା : ହରିଚରଣ ସ୍ୱାଇଁ ଭଞ୍ଜନଗର : ସଂଜୟ କୁମାର ତ୍ରିପାଠୀ ଦଶପଲା : ପ୍ରଶାନ୍ତ କୁମାର ନାୟକ କଂଟାମାଳ : ପ୍ରଶାନ୍ତ ସାହୁ ଫୁଲବାଣୀ : କିଶୋର ଚନ୍ଦ୍ର କହଁର ବାଲିଗୁଡ଼ା : ସିମନ ମଲ୍ଲିକ ଧର୍ମଗଡ଼ : ଦିଗମ୍ବର ଦୁରିଆ