୧୦ ଲକ୍ଷ ଟଙ୍କା ଜବତ ରାଜ୍ୟ 2019-08-16 07:58:15 10764 views ନୂଆପଡ଼ା: ସ୍ଥାନୀୟ କୁରୁମପୁରୀ ଏସବିଆଇ କଷ୍ଟମର ସର୍ଭିସ ପଏଣ୍ଟରେ ଜାଲିଆତି ଘଟଣାରେ ପୁଲିସ ୧୦ ଲକ୍ଷ ୪ ହଜାର ଟଙ୍କା ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଜୁଲାଇ ୧୫ରୁ ଅଭିଯୋଗ ପରେ ଲଖନା ପୁଲିସ ଘଟଣାର ଖୋଳତାଡ଼ କରୁଥିଲା ।