୧୦ ଗେଟରୁ ଜଳ ନିଷ୍କାସନ ରାଜ୍ୟ ଖବର 2019-08-28 04:32:32 5847 views ସମ୍ବଲପୁର:ହୀରାକୁଦରେ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ୧ ଲକ୍ଷ ୪୨ ହଜାର ୭୪୪ କୁ୍ୟସେକ ଜଳ ଡ୍ୟାମକୁ ପ୍ରବେଶ କରୁଛି । ୧ ଲକ୍ଷ ୮୧ ହଜାର ୪୦୮ କୁ୍ୟସେକ୍ ଜଳ ଡ୍ୟାମରୁ ନିଷ୍କାସିତ ହେଉଛି । ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ, ଜଳସ୍ତର ରହିଛି ୬୨୩.୪୭ ଫୁଟ ।