କାଲି ବଲାଙ୍ଗିର ବନ୍ଦ ରାଜ୍ୟ 2019-09-17 11:33:58 6781 views ଭୁବନେଶ୍ୱର:ବଲାଙ୍ଗିରରେ ହାଇକୋର୍ଟ ବେଂଚର ପୁନଃ ସ୍ଥାପନ ଦାବିରେ କାଲି ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗିର ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି ଜିଲ୍ଲାର ସବୁ ରାଜ୍ୟ ଓ କେନ୍ଦ୍ର ଅଫିସ ବନ୍ଦ ରହିବାକୁ କୁହାଯାଇଛି । ବନ୍ଦରୁ ବାଦ୍ ପଡିବ ଗାଡି ଚଳାଚଳ , ସ୍କୁଲ ଓ କଲେଜ ।