କୋଇଲା ବୋଝେଇ ଟ୍ରେନ୍ ଲାଇନଚୁ୍ୟତ ରାଜ୍ୟ ଖବର 2019-09-18 06:11:27 10426 views ଝାରସୁଗୁଡା:କୋଇଲା ବୋଝେଇ ଟ୍ରେନ୍ ଲାଇନଚୁ୍ୟତ ହୋଇଛି । ବସୁନ୍ଧରା-ଝାରସୁଗୁଡା ରେଳ ଲାଇନ ଲହଣ୍ଡାବୁଡ ଠାରେ ଲାଇନଚୁ୍ୟତ ହୋଇଥିବା ସୂଚନା ମିଳିଛି । ମାଲବାହୀ ଗାଡିର ୩ଟି ବଗି ଲାଇନଚୁ୍ୟତ ହୋଇଛି । ବସୁନ୍ଧରା-ଝାରସୁଗୁଡା ରେଳ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ପାଇଛି ।