ଭୁବନେଶ୍ୱର: ଜଣେ ଲେଡି ଡ୍ରଗ୍ସ ବେପାରୀକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଜଣକ ହେଲେ ମୀନା । କ୍ରାଇମବ୍ରାଞ୍ଚର ଏସଟିଏଫ ତାକୁ ଗିରଫ କରିଛି । ତେବେ ଏହି କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ କ୍ରାଇମବ୍ରାଞ୍ଚ ତାକୁ ପଚରାଉଚୁରା କରୁଛି । ପୂର୍ବରୁ ମୀନା ଗିରଫ ହୋଇ ଜେଲରେ ସଜା କାଟିଥିଲା ।
