ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ରାଜ୍ୟ 2019-09-18 12:08:19 7018 views ଫୁଲବାଣୀ:ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଛି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷ ଜେଲ୍ ସହ ୫୦ ହଜାର ଜରିମାନା କରିଛନ୍ତି । ୨୦୧୫ରେ ଖଜୁରୀପଡା ଥାନା ଅଂଚଳରେ ଘଟିଥିବା ଗଣଦୁଷ୍କର୍ମ ମାମଲା । ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ ହୋଇଥିବା ।