ମହାପ୍ରଭୁଙ୍କ ନୀତିରେ ୨ଘଂଟା ବିଳମ୍ବ ରାଜ୍ୟ ଖବର 2019-09-19 05:32:59 11690 views ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ୨ ଘଂଟା ବିଳମ୍ବ ହୋଇଛି । ସୁଆରଗଡୁ ସେବାୟତଙ୍କୁ ପ୍ରାପ୍ୟ ମିଳିନଥିବାରୁ ନୀତିରେ ବିଳମ୍ବ କରିଛନ୍ତି । ନିତି ମଙ୍କସର ପ୍ରାପ୍ୟ ପାଇ ନଥିବାରୁ ବିଳମ୍ବ । ନିଜ ପାଳିରେ ଅନ୍ୟ ସେବାୟତ ସେବା କରିବାରୁ ବିବାଦ ହୋଇଛି ।