ପୁଣି ଥରେ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଜାତୀୟ ଖବର 2019-09-26 11:25:48 12253 views ନୂଆଦିଲ୍ଲୀ: ଗୋଟିଏ ଦିନର ସ୍ଥିରତା ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଛି । ଗୁରୁବାର ଦିନ ଦିଲ୍ଲୀ. କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ୬ ପାଇସା ପେଟ୍ରୋଲ ଓ ୭ ପଇସା ଡିଜେଲ ଦାମରେ ମହଙ୍ଗା ହୋଇଛି ।