ଭୁବନେଶ୍ୱର : ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଭାରତର ନେତା, ବିଚାରପତି, ଅଭିନେତା, ଅଫିସର ଓ ଶିଳ୍ପପତିଙ୍କ କ୍ଷମତାକୁ ଅନୁଶୀଳନ କରାଯାଇ ୨୦୧୯ ପାୱାରଫୁଲ ଇଣ୍ଡିଆନ ତାଲିକା ପ୍ରକାଶ ପାଇଛି । ୧. ନରେନ୍ଦ୍ର ମୋଦି , ୨. ଅମିତ ଶାହା , ୩. ରଂଜନ ଗୋଗୋଇ , ୪. ମୋହନ ଭାଗୱତ, ୫. ମୁକେଶ ଅମ୍ବାନୀ, ୬. ରାଜନାଥ ସିଂହ, ୭. ଅଜିତ ଡୋଭାଲ, ୮. ନିର୍ମଳା ସୀତାରମଣ, ୯. ନୀତିନ ଗଡ଼କରୀ, ୧୦. ଜେପି ନଡ୍ଡା, ୧୧. ଯୋଗୀ ଆଦିତ୍ୟନାଥ, ୧୨. ଦେବେନ୍ଦ୍ର ଫଡ଼ନାଭିସ, ୧୩. ପୀୟୂଷ ଗୋଏଲ, ୧୪. ଧର୍ମେନ୍ଦ୍ର ପ୍ରଧାନ, ୧୫. ଅମରିନ୍ଦର ସିଂହ, ୧୬. ବିଏଲ ସନ୍ତୋଷ, ୧୭. ସୋନିଆ ଗାନ୍ଧୀ, ୧୮. ନୀତିଶ କୁମାର, ୧୯. ପ୍ରମୋଦ କୁମାର ମିଶ୍ର, ୨୦. ରବି ଶଙ୍କର ପ୍ରସାଦ, ୨୧. ମମତା ବାନାର୍ଜୀ, ୨୨. ସୁବ୍ରମଣ୍ୟମ ଜୟଶଙ୍କର, ୨୩. ପ୍ରକାଶ ଜାଭେଦକର, ୨୪. ଉଦ୍ଧବ ଠାକରେ, ୨୫. ରାହୁଲ ଗାନ୍ଧୀ, ୨୬. ୱାଇଏସ ଜଗମୋହନ ରେଡ୍ଡୀ, ୨୭. ଉଦୟ କୋଟାକ, ୨୮. ଗୌତମ ଆଦାନୀ, ୨୯. ଶକ୍ତିକାନ୍ତ ଦାସ, ୩୦. ଏମକେ ଷ୍ଟାଲିନ, ୩୧. ନରେନ୍ଦ୍ର ସିଂହ ତୋମାର, ୩୨. ଗଜେନ୍ଦ୍ର ସିଂହ ଶେଖାୱତ, ୩୩. କମଲନାଥ, ୩୪. ପ୍ରିୟଙ୍କା ଗାନ୍ଧୀ, ୩୫. ଅଶୋକ ଗେହଲଟ, ୩୬. ଜେନେରାଲ ବିପିନ ରାୱତ, ୩୭. ପିକେ ସିହ୍ନା, ୩୮. ରାଜୀବ ଗୌବା, ୩୯. ନବୀନ ପଟ୍ଟନାୟକ, ୪୦. ଅହମ୍ମଦ ପଟେଲ, ୪୧. ଶିବରାଜ ସିଂହ ଚୌହ୍ୱାନ, ୪୨. ବିଏସ ୟେଦୁରପ୍ପା, ୪୩. ଇଡ଼ାପଡ଼ି କେ ପାଲାନିସ୍ୱାମୀ, ୪୪. ବିଭିଆର ସୁବ୍ରମଣ୍ୟମ, ୪୫. ଫାରୁକ ଅବଦୁଲ୍ଲା, ୪୬. ଅଜୟ ତ୍ୟାଗୀ, ୪୭. ମନୋହରଲାଲ ଖଟ୍ଟର, ୪୮. ଜଷ୍ଟିସ ଏସ ଏ ବୋବଡେ଼, ୪୯. ସୁନୀଲ ଆରୋରା, ୫୦. ତୁଷାର ମେହେଟ୍ଟା, ୫୧. ଅରବିନ୍ଦ କେଜ୍ରିୱାଲ, ୫୨. ବିରାଟ କୋହଲି, ୫୩. ଅଧିର ରଞ୍ଜନ ଚୌଧୁରୀ, ୫୪. ଭୂପେଶ ବାଘଲେ, ୫୫. ସ୍ମୃତି ଇରାନୀ, ୫୬. ହିମନ୍ତ ବିଶ୍ୱ ଶର୍ମା, ୫୭. ଅମିତାଭ ବଚ୍ଚନ, ୫୮. ରତନ ଟାଟା, ୫୯. ଗୁଲାମନବୀ ଆଜାଦ, ୬୦. ହରିବଂଶ ନାରାୟଣ ସିଂହ, ୬୧. ଓମ ବିର୍ଲା, ୬୨. କେ ଚନ୍ଦ୍ରଶେଖର ରାଓ, ୬୩. ଜଷ୍ଟିସ ଅରୁଣ ମିଶ୍ର, ୬୪. ଫଲି ନରିମାନ, ୬୫. ଅଜିମ ପ୍ରେମଜୀ. ୬୬. ସୁନୀଲ ମିତଲ, ୬୭. ବାବା ରାମଦେବ, ୬୮. ଶ୍ରୀ ଶ୍ରୀ ରବିଶଙ୍କର, ୬୯. ପିସି ମୋଦି, ୭୦. ବିଜୟ ରୂପାନୀ, ୭୧. ଉଦୟ ଶଙ୍କର, ୭୨.ସଞ୍ଜୟ ମିଶ୍ର, ୭୩. ମାୟାବତୀ, ୭୪. ଅଖିଳେଶ ଯାଦବ, ୭୫. ପିନାରାୟୀ ବିଜୟନ, ୭୬. ଆସୱଦିନ ଓବେସୀ, ୭୭. ଶରଦ ପାୱାର, ୭୮. ବିଜୟ ଶଙ୍କର ଶର୍ମା, ୭୯. ଯୋଗେଶ ଚନ୍ଦ୍ର ମୋଦି, ୮୦. ମେହବୁବା ମୁଫତି, ୮୧. ରାମ ମାଧବ, ୮୨. ସଚିନ ପାଇଲଟ, ୮୩. ଲାଲୁ ପ୍ରସାଦ, ୮୪. ସିଦ୍ଧାରାମେୟା, ୮୫. କୁମାର ମଙ୍ଗଲମ ବିର୍ଲା, ୮୬. ପ୍ରଶାନ୍ତ ଭୂଷଣ, ୮୭. ରାଜୀବ କୁମାର, ୮୮. ନୌସାଦ ଫୋବର୍ସ, ୮୯. ପି ଗୋପିଚାନ୍ଦ, ୯୦. ପିଭି ସିନ୍ଧୁ, ୯୧. କରନ ଜୋହର, ୯୨. ମହେନ୍ଦ୍ର ମୋହନ ଗୁପ୍ତା, ୯୩. ଅକ୍ଷୟ କୁମାର, ୯୪. ସମୀର ଜୈନ, ୯୫. ଟିଏମ କ୍ରୀଷ୍ଣା, ୯୬. ସଲମାନ ଖାନ, ୯୭. ଅମୀର ଖାନ, ୯୮. ଶାହାରୁଖ ଖାନ, ୯୯. କଙ୍ଗାନ ରଣୱତ, ୧୦୦. ଦୀପିକା ପାଦୁକନ ।
