ବସ-ଟ୍ରକ ଧକ୍କା, ୧୭ ଆହତ ରାଜ୍ୟ ଖବର 2019-10-13 07:16:14 6658 views ତେଲକୋଇ: କାଞ୍ଜିପାଣି ବାଳିକା ବିଦ୍ୟାଳୟ ସମ୍ମୁଖରେ ଏକ ବସକୁ ସମ୍ମୁଖରୁ ଟ୍ରକ ଧକ୍କା ଦେବାରୁ ୧୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଅନୁଗୁଳରୁ ରାଇରଙ୍ଗପୁର ଯାଉଥିଲା ।