ଜୁଆ ଆଡ୍ଡା ଉପରେ ଚଢ଼ଉ; ୯୫ ଗିରଫ ରାଜ୍ୟ ଖବର 2019-10-13 07:17:21 13353 views ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଧରପଗଡ଼ କରାଯାଇଛି । ୮ଟି ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଚଢଉ କରାଯାଇ ମୋଟ ୯୫ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ୨୫ରୁ ଅଧିକ ମୋବାଇଲ ସହ ୪ଲକ୍ଷ ୨୪ ହଜାର ୨୧୫ ଟଙ୍କା ଜବତ କରାଯାଇଛି ।