ଓଡ଼ିଶାରୁ ବିଦାୟନେଲା ମୌସୁମୀ ରାଜ୍ୟ 2019-10-15 10:55:21 14768 views ଭୁବନେଶ୍ୱର: ଓଡ଼ିଶାରୁ ବିଦାୟନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଜି ସାରା ରାଜ୍ୟରୁ ମୌସୁମୀ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଗତ ଜୁନ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛଇଁଥିଲା । ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା ।