ଷ୍ଟେସନରୁ ଉଦ୍ଧାର ହେଲେ ୫ଜଣ ଶିଶୁ ରାଜ୍ୟ 2019-10-19 05:57:38 14748 views ଭୁବନେଶ୍ବର : ଷ୍ଟେସନରୁ ୫ଜଣ ଛୋଟପିଲାଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଟନ୍ତି । ଜଣେ ମହିଳା ଦଲାଲଙ୍କୁ ବାଲେଶ୍ବର ରୁ ଚେନ୍ନାଇ ଯିବା ସମୟ ଅଟକ କରାଯାଇଥିଲା ।