ଅଲୋଡା ଶିଶୁ କନ୍ୟା ! ରାଜ୍ୟ ଖବର 2019-10-22 06:51:40 7828 views କଟକ: କଟକ ସହର ସୂତାହାଟ ଉପରସାହି ଏକ ନାଳ କଡରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ନାଳରେ ଶିଶୁ କନ୍ୟାକୁ କିଏ ଓ କାହିଁକି ପକାଇଲା କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ଶିଶୁ ଭବନରେ ଭର୍ତି କରାଯାଇଛି ।