ଏସପିଙ୍କ ନାଁରେ ଏତଲା କରିବ ବିଜେପି ରାଜ୍ୟ 2019-10-23 07:57:52 7680 views ଭୁବନେଶ୍ୱର:ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନାଁରେ ଏତଲା କରିବ ବିଜେପି । ୨୬ ତାରିଖରେ ଯାଜପୁର ଜିଲ୍ଲାର ସବୁ ଥାନାରେ ଏତଲା କରିବ ବୋଲି ବିଜେପି ଚେତାବନି ଦେଇଛି । ଏସପିଙ୍କ ଅଶୋଭନୀୟ ଆଚରଣ ପାଇଁ ଏତଲା କରିବ ବିଜେପି । ବିଜେପିର ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି ।