ହଷ୍ଟେଲ ଖାଦ୍ୟ ଖାଇ ୫ ଛାତ୍ରୀ ଅସୁସ୍ଥ ରାଜ୍ୟ 2019-10-23 09:17:38 6844 views ରାଉଲକେଲା: ହଷ୍ଟେଲରେ ଭାତ, ଅଣ୍ଡା ଖାଇ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଲାଠିକଟା ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ପିଲା ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ରାଉଲକେଲା ସରକାରୀ ମେଡିକାଲରେ ଭର୍ତି କରାଯାଇଛି ।