ନୀଳଗିରି: ମଧ୍ୟରାତି୍ରରେ ଅଙ୍ଗବାଡି କେନ୍ଦ୍ର ଜାଳି ଦେଲେ ଦୁର୍ବୃତ । ଧୂବଶୀଳ ପଂଚାୟତ ଅଫିସ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ର ଜଳାପଡା ।ବିଭିନ୍ନ ବିବାଦ କାରଣରୁ ଦୁର୍ବୃତ୍ତମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ବେଳେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
