୨୧ ବଖରା ଘର ପାଉଁଶ ରାଜ୍ୟ ଖବର 2019-11-12 05:18:33 5901 views ପୁରୀ:ନିଆଁ ଲାଗି ୧୧ ପରିବାରର ୨୧ ବଖରା ପୋଡି ପାଉଁଶ ହୋଇଯାଇଛି । ଡେଲାଙ୍ଗ ବ୍ଳକ ଗୁଆଳିପଡା ପଂଚାୟତ ମାଛପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାରୁ ଦୁର୍ବୃତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।