ଦିନ ୧୨ ଯାଏଁ ଗୃହ ମୁଲତବି ରାଜ୍ୟ ଖବର 2019-11-14 05:18:51 6789 views ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହ ଅଚଳ। ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖା ଦେଇଥିଲା। ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ହୋଇଥିଲା। ଗୃହକୁ ଦିନ ୧୨ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।