କେନ୍ଦୁଝରରେ ଡବଲ ମର୍ଡର

କେନ୍ଦୁଝରରେ ଡବଲ ମର୍ଡର

ରାଜ୍ୟ ଖବର

କେନ୍ଦୁଝର : କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଘଟିଛି। ଝୁମ୍ପୁରା ଥାନା କାଶିପାଳ ଜଙ୍ଗଲରୁ ଗୁରୁବାର ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ହାଟକୁ ଯାଇ ଶୁକ୍ରବାରରୁ ଉକ୍ତ ଦମ୍ପତ୍ତି ନିଖୋଜ ଥିଲେ। ଜମିଜମା ବିବାଦରୁ ହତ୍ୟା କରାଯାଇଛି ଦମ୍ପତ୍ତିଙ୍କ ପୁଅ ଅଭିଯୋଗ କରିଥିବା ସୂଚନା ମିଳିଛି।