ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ ରାଜ୍ୟ ଖବର 2019-11-15 06:10:45 12231 views ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଛି । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ନିଶା ନିବାରଣ ମଂଚ ବିରୋଧ କରୁଛି । ମଦକୁ ନେଇ ସରକାରୀ ନିଦେ୍ର୍ଧଶନାମା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଦାବି ପ୍ରତ୍ୟାହାର ନହେଲେ ଜାରି ରହିବ ବିକ୍ଷୋଭ ।