ରାଜ୍ୟରେ ନକଲି ଡାକ୍ତର ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ନକଲି ଡାକ୍ତର ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ବର: ନକଲି ଡାକ୍ତର ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ନକଲି ଡାକ୍ତର ନାହାଁନ୍ତି ବୋଲି ମୁଁ କହୁନାହିଁ। ଯେଉଁଠି ବି ନକଲି ଡାକ୍ତର ଧରାପଡୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗମୀ ସମୟରେ ଦୃଷ୍ଟିକୁ ଆସିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆହେବ। ଏଥିପାଇଁ ଏକ ଟମ୍‌ ତର୍ଜମା କରିବ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।