ଚାଷୀଙ୍କୁ ଦଳି ମାରିଦେଲା ହାତୀ ରାଜ୍ୟ ଖବର 2019-11-16 04:55:27 8172 views ବଲାଙ୍ଗିର: ଜଣେ ଚାଷୀଙ୍କୁ ଦଳି ମାରି ଦେଇଛି ହାତୀ । ଆକ୍ରମଣରେ ଚାଷୀଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ଆଗଲପୁର ବ୍ଲକ ଧଉଁରାଦାଦର ଗାଁର ଜଣେ ଚାଷୀ ବିଲ କାମ କରୁଥିବା ବେଳେ ହାତୀ ଦଳିଦେଲା । ବିଲକୁ ଧାନ ଫସଲ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଛନ୍ତି ।