ମହିଳାଙ୍କୁ ଗୁଳିକରି ହତ୍ୟା ରାଜ୍ୟ ଖବର 2019-11-27 05:17:05 13050 views ଝାରସୁଗୁଡା : ଝାରସୁଗୁଡାର ରେ ଆଜି ଗୋଟେ ଅଘଟଣ ଘଟି ଯାଇଛି । ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ଘଟଣାସ୍ଥଳରେ ତନାଘନା ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ମୃତ ମହିଳାଙ୍କର ସ୍ବାମୀ ଓ ୨ଟି ପିଲା ଅଛନ୍ତି ।