ଭୁବନେଶ୍ୱର: ଆଜି ବିଜେପିର ୩ ଲୋକସଭା ଓ ୧୧ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଲୋକସଭା ପ୍ରାର୍ଥୀ ମୟୁରଭଞ୍ଜ-ବିଷେଶ୍ୱର ଟୁଡୁ ଭଦ୍ରକ-ଅଭିମନ୍ୟୁ ସେଠୀ ଯାଜପୁର-ଅମୀୟ ମଲ୍ଲୀକ ବିଧାନସଭା ପ୍ରାର୍ଥୀ ପାଟକୁରା-ବିଜୟ ମହାପାତ୍ର ଆନନ୍ଦପୁର-ଆଲୋକ ସେଠୀ ନୀଳଗିରି-ସୁକାନ୍ତ ନାୟକ ପୁରୀ-ଜୟନ୍ତ ଷଡଙ୍ଗୀ ରାଇରଙ୍ଗପୁର-ନବଚରଣ ମାଝି ଆଠଗଡ- ବିଜେନ୍ଦ୍ର ରାୟ ଭୁବନେଶ୍ୱର ଉତର-ଅପରାଜିତା ମହାନ୍ତି ବାଙ୍କି-ଶୁଭ୍ରାଂଶୁ ଶେଖର ପାଢି ମହାକାଳପଡା- ବିଜୟ ପ୍ରଧାନ ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର ଆଠମଲ୍ଲୀକ-ଭାଗୀରଥି ପ୍ରଧାନ
