କାହାକୁ କାହାକୁ ମିଳିଲା ଚଳଚ୍ଚିତ୍ର ପୁରସ୍କାର ଆସନ୍ତୁ ଜାଣିବା ?

କାହାକୁ କାହାକୁ ମିଳିଲା ଚଳଚ୍ଚିତ୍ର ପୁରସ୍କାର ଆସନ୍ତୁ ଜାଣିବା ?

ବିଶେଷ ଖବର

ମୋହନ ସୁନ୍ଦର ଦେବ ଗୋସ୍ୱାମୀ-ଅକ୍ଷୟ ପରିଜା, ଶ୍ରେଷ୍ଠ ନିଦେ୍ର୍ଧଶକ-ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା-ମିହିର ଦଦାସ, ଶ୍ରେଷ୍ଠ ଅଭିନେତ୍ରୀ-ଅର୍ଚ୍ଚିତା ସାହୁ, ଶ୍ରେଷ୍ଠ କାହାଣୀ ଲେଖକ-ନିରଞ୍ଜନ ରେଡ୍ଡୀ, ଶ୍ରେଷ୍ଠ ସଙ୍ଗୀତ ନିଦେ୍ର୍ଧଶକ-ଶାନ୍ତିରାଜ ଖୋସଲା, ଶ୍ରେଷ୍ଠ କଣ୍ଠଶିଳ୍ପୀ (ପୁରୁଷ) କରୁଣାକର, ଶ୍ରେଷ୍ଠ କଣ୍ଠଶିଳ୍ପୀ (ମହିଳା) ଅନ୍ତରା ଚକ୍ରବର୍ତ୍ତୀ, ଶ୍ରେଷ୍ଠ ଫଟୋଗ୍ରାଫର-ଦିଲ୍ଲୀପ ରାୟ, ଶ୍ରେଷ୍ଠ ସମ୍ପାଦନା-ଅମରେନ୍ଦ୍ର ମହାପାତ୍ର, ଶ୍ରେଷ୍ଠ ଗୀତିକାର-ବସନ୍ତରାଜ ସାମଲ, ଶ୍ରେଷ୍ଠ ସ୍କି୍ରନ ପ୍ଲେ- ଆଶୁତୋଷ ମହାପାତ୍ର, ଶ୍ରେଷ୍ଠ ପାଶ୍ୱର୍ ଅଭିନେତା-ମନୋଜ ମିଶ୍ର, ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ-ଶିବାନୀ, ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ-ରାକ୍ଷୀ, ଶ୍ରେଷ୍ଠ ଶିଶୁ କଳାକାର-ସାର୍ଥକ ହୋତା, ଶ୍ରେଷ୍ଠ କଳା ନିଦେ୍ର୍ଧଶକ-ସଂଗ୍ରାମ ମହାରଣା, ଶ୍ରେଷ୍ଠ ଶବ୍ଦ ରେକର୍ଡିଂ-ନିତ୍ୟଶ୍ରୀ ରଞ୍ଜନ, ସ୍ୱତନ୍ତ୍ର ବିଚାରକ ପୁରସ୍କାର-କାଦମ୍ବିନୀ ମିଡିଆ, ସୌମ୍ୟକାନ୍ତ ଖଣ୍ଡାଇ (ଅଭିନୟ), ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର-କଲ୍ୟାଣୀ ମିଶ୍ର ଓ ରଣଜିତ ରଥ, ନୀଳ ମହାପାତ୍ର, ଶ୍ରେଷ୍ଠ ଆଦିବାସୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ହୋ’ ସମାଜ ଫିଲ୍ମ ଏକାଡେମୀ, ଶ୍ରେଷ୍ଠ ସଂଳାପ ଲେଖକ-ନନ୍ଦଲାଲ ମହାପାତ୍ର, ଶ୍ରେଷ୍ଠ ବେଶପୋଷାକ ସଜାକାରୀ -ପ୍ରସନ୍ନ ଶତପଥୀ, ଶ୍ରେଷ୍ଠ ରୂପସଜାକାରୀ-ସମରେଶ ପାଲ, ଶ୍ରେଷ୍ଠ ନୃତ୍ୟ ସଂଯୋଜକ-ଏସ୍.କେ ମୂରଲୀଧରନ୍