କେଉଁ ମାସରେ କେଉଁ ନାମ ନେଇ ବିଷ୍ଣୁଙ୍କୁ ପୁଜା କଲେ ମିଳିବ ପ୍ରଭୁକୃପା ?

କେଉଁ ମାସରେ କେଉଁ ନାମ ନେଇ ବିଷ୍ଣୁଙ୍କୁ ପୁଜା କଲେ ମିଳିବ ପ୍ରଭୁକୃପା ?

ସଂସ୍କୃତି

ବିଷ୍ଣୁଙ୍କୁ ପୁଜା କରିବା ସମୟରେ ଏହି ନାମନେଇ ସ୍ମରଣ କଲେ ନିଶ୍ଚୟ ଆପଣଙ୍କ ମନସ୍କାମନା ପୁରଣ ହୋଇପାରିବ । ବର୍ଷର ବାର ମାସରେ ଭଗବାନ୍ ବିଷ୍ଣୁଙ୍କୁ ବାର ନାମରେ ପୂଜା କରାଯାଏ । ମାସ ଅନୁଯାୟୀ ଏହି ପୂଜନୀୟ ରୂପଗୁଡିକର ନାମମାନ ବିଷୟରେ ଆସନ୍ତୁ ଜାଣିବା । କେଉଁ ମାସରେ କେଉଁ ନାମ ନେଇ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା । ମାର୍ଗଶିର - କେଶବ, ପୈାଷ - ନାରାୟଣ, ମାଘ - ମାଧବ, ଫାଲଗୁନ - ଗୋବିନ୍ଦ , ଚୈତ୍ର – ବିଷ୍ଣୁ, ବୈଶାଖ – ମଧୁସୂଦନ, ଜ୍ୟେଷ୍ଠ – ତ୍ରିବିକ୍ରମ, ଆଷାଢ – ବାମନ, ଶ୍ରାବଣ – ଶ୍ରୀଧର, ଭାଦ୍ର – ହୃଷୀକେଶ, ଆଶ୍ୱିନ - ପଦ୍ମନାଭ,କାର୍ତ୍ତିକ - ଦାମୋଦର